ବଡ ମେଡିକାଲରେ ବନ୍ଦୀ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ଆଜି ସକାଳ ୩.୩୦ମିନିଟିରେ ଡେଙ୍ଗୁରୋଗରେ ଆକ୍ରାନ୍ତ ରବୀନ୍ଦ୍ର ନାୟକଙ୍କ ମୃ୍ତ୍ୟୁ ହୋଇଛି ।ରବିନ୍ଦ୍ର ରାୟଗଡା ଜେଲରୁ ଆସିଥିଲେ । ସେ ହତ୍ୟା କେସ୍ରେ ବନ୍ଦୀ ହୋଇଥିଲେ । ପ୍ରଥମେ ବ୍ରହ୍ମପୁର ମେଡିକାଲରେ ଚିକିସô୍ା ହେଉଥିଲେ ହେଲେ ଅଧିକ ଅସୁସ୍ଥ ହେବା ଫଳରେ ସେ ୮ ତାରିଖରେ ବଡ ମେଡିକାଲକୁ ଆସିଥିଲେ । ଏପର୍ଯ୍ୟନ୍ତ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

five × five =