ଓଡିଶା ଆସିବେ ମୀରା କୁମାର

ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ଆସନ୍ତା ୨୭ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ଠାରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଦଳିତ ସମାବେଶରେ ସେ ଯୋଗ ଦେବେ । ତାଙ୍କ ସହିତ ଜିଗ୍ନେଶ ମେୱାନି ମଧ୍ୟ ଆସୁଛନ୍ତି । ଭୁବନେଶ୍ୱର ସ୍ଥିତ ସ୍ୱାଧିନତା ସଂଗ୍ରାମୀ ପଡିଆ ଠାରେ ଏହି ସମାବେଶ ଅନୁÂିତ ହେବ । ଦେଶର ସମ୍ବିଧାନ ବଂଚାଅ ଓ ଦେଶ ବଂଚାଅକୁ ନେଇ ଏହି ସମାବେଶ ହେବ ବୋଲି କଂଗ୍ରେସ ଦଳିତ ସେଲର ଅଧକ୍ଷ ବିଭୁପ୍ରସାଦ ତରାଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − 6 =