ମହିମା ମିଶ୍ରଙ୍କୁ ବେଲ

କଟକ() ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ସିୱେଜ ସିପିଂ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ଜାମିନ ଦେଲେ ହାଇକୋର୍ଟ । ଏହାସହ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିପାରିବେ କହିଲେ ହାଇକୋର୍ଟ । ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ହେଲେ ହାଇକୋର୍ଟର ଜାମିନକୁ ସୁପି୍ରମକୋର୍ଟ ଖାରଜ କରିଥିଲେ । ଜାମିନ ପାଇଁ ପୁଣି ଥରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହିମା । ପୂର୍ବରୁ ଅନ୍ୟ ୨ଟି ମାମଲାରେ ମହିମା ମିଶ୍ରଙ୍କୁ ଜାମିନ ମିଳିସାରିଛି ।

Share

Leave a Reply

Your email address will not be published. Required fields are marked *

seventeen − 16 =