ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ

ମାଓବାଦୀଙ୍କ ଦ୍ୱାରା ନିର୍ଯାତୀତ ହେବା ପରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମାଲକାନାଗିରି ଏସପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣଙ୍କ ୨୦୧୪ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଦୀର୍ଘ ୪ବର୍ଷ କାଳ ସେ ମାଓବାଦୀ ମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଆଜି ଆକସ୍ମିକ ଭାବେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି । ତାନାମ ମାଡି ଓରଫ ଜିୱାନୀ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

19 − eleven =