ଦାୟିତ୍ୱ ନେଲେ କ୍ରିଷନ : ଶ୍ରୀମନ୍ଦିର ନୀତିକାନ୍ତି ଓ ସେବାୟତଙ୍କ କଲ୍ୟାଣକୁ ପ୍ରାଥମିକତା

ଭୁବନେଶ୍ୱର () ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଶ୍ରୀମନ୍ଦିରର ନୀତିକାନ୍ତି ସୁଚାରୁ ରୁପେ ସମ୍ପାଦନ ସହ ସେବାୟତଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯିବ । ଶ୍ରୀଜଗନ୍ନାଥଙ୍କ କୃପାରୁ ମିଳିଥିବା ଏହି ଦାୟିତ୍ୱକୁ ଆଇନକାନୁନ ଅନୁଯାୟୀ କାର୍ଯ୍ୟକାରୀ କରାଯିବ । ସେବାୟତଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖୁବଶୀଘ୍ର କାର୍ଯ୍ୟକାରୀ କାର୍ଯ୍ୟକାରୀ କରାଯିବ । ଏଥିସହ ସେମାନଙ୍କ ବାସଗୃହ ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ଦାୟିତ୍ୱ ନେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 20 =