ବି,ପି ଦାସ ଓଏଚଆରସି ଅଧ୍ୟକ୍ଷ ହେଲେ

ଭୁବନେଶ୍ୱର() ରାଜ୍ୟ ମାନବାଧିକାର କିମଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ବି,ପି ଦାସ ଏବଂ ସଭ୍ୟ ଭାବେ ଆଇନଜୀବି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତିି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଜ୍ୟପାଳ ଗଣେଶି ଲାଲ ଅନୁମୋଦନ କରିବା ପରେ ରାଜ୍ୟ ଆଇନ ଭିବାଗ ପକ୍ଷରୁ ଏହି ସଂକ୍ରାନ୍ତୀୟ ବିଗ୍ୟପ୍ତ ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

4 − 3 =