ଜାତି ଓ ସଂସ୍କୃତିର ପରିଚୟରେ ଶିଉଳି

ଭୁବନେଶ୍ୱର () ବିଶ୍ୱ ପ୍ରସିଦ୍ଧି କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦାୟିôବ କେବଳ କଣ ଭାରତୀୟ ପ୍ରତ୍ନତôବ ବିଭାଗର? ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଦିଗରେ ଏତେ ଖାମଖିଅ ।ଲ କାହିଁକି? ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ହୋଇଯାଉଛି, ଅଥଚ ରାଜ୍ୟ ସଂସ୍କୃତି ବିଭାଗ ଜାଣିପାରୁନି ୟ ୧୯୯୭ ଓ ୨୦୧୦ରେ ଦୁଇ ଦୁଇଟି କମିଟି ଗଠିତ ହୋଇଛି ୟ ଅଥତ କମିଟି କୋଣାର୍କର ସୁରକ୍ଷା ନେଇ କି ରିପୋର୍ଟ ଦେଇଛି ଏବଂ ଏଏସଅ ।ଇ ତା ଉପରେ କି କାର୍ଯ୍ୟାନୁÂାନ ନେଇଛି ସେ ସଂପର୍କରେ ସଂସ୍କତି ବିଭାଗ ପାଖରେ ଖବର ନାହିଁ ୟ

ସେପଟେ କୋଣାର୍କର ସ୍ଥିତି ପରଖିବାକୁ ସେଠାକୁ ଗସ୍ତ କରିଥିଲେ ପୂର୍ବତନମନ୍ତ୍ରୀ ବିଜୟ ମହାପାତ୍ର ୟ କୋଣାର୍କ ଗସ୍ତ ପରେ ସେ ସିଧାସଳଖ ଏଏସଅ ।ଇକୁ ଦାୟୀ କରିଛନ୍ତି ୟ ମନ୍ଦିରର ବାହର ଅବସ୍ଥା ଯେତିକି ଭୟଙ୍କର, ମନ୍ଦିର ଭିତର ସ୍ଥିତି ଅ ।ହୁରି ଗମ୍ଭୀର ୟ ଦାୟିôବରେ ଥିବା କର୍ମ•ରୀ, କୋଣାର୍କ ସୁରକ୍ଷା ସମିତି ଓ କିଛି ସ୍ଥାୟୀ ବାସିନ୍ଦା ସମସ୍ତେ କୋଣାର୍କର ସ୍ଥାୟୀôବକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ୟ କୋଣାର୍କର ଚକ, ଯାହା ଅ ।ମ ଓଡିଅ । ଜାତି ଓ ସଂସ୍କୃତିର ପରିଚୟ ତାହା ଭାଙ୍ଗିରୁଜି ଗଲାଣି ୟ ମନ୍ଦିରରେ ଏକ ବିରାଟ ଫାଟ ସୃଷ୍ଟି ହୋଇଛି, ମନ୍ଦିରରେ ଶିଉଳି ଲାଗିଲାଣି ୟ ମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ ଏଏସଅ ।ଇ ଗୁରୁôବ ଦେଉନି ୟ ମନ୍ଦିରର ସୁରକ୍ଷା ପାଇଁ ଯେଉଁ ଅସ୍ଥାୟୀ ବାଡ ଦିଅ ।ଯାଇଛି, ତାକୁ ଦେଖିଲେ ଲାଗୁଛି ଯେମିତି କୋଣାର୍କ ମନ୍ଦିର ଅ ।ଉ କିଛି ଦିନ ଏମିତି ବଞ୍ଚି ରହିଥାଉ ବୋଲି ଏଏସଅ ।ଇ •ହୁଁଛି ୟ ଏଏସଅ ।ଇର ଏଭଳି ଅବହେଳାକୁ ଚରମ ଅପରାଧ ବୋଲି କହିଛନ୍ତି ବିଜୟ ମହାପାତ୍ର ୟ ଏକ ସରକାରୀ ସଂସ୍ଥା ଏକ ଜାତୀୟ ର୍କିତ୍ତିର ସୁରକ୍ଷାରେ ଏଭଳି ଅବହେଳା କରେନାହିଁ ୟ ସେ ଦାବି କରିଛନ୍ତି ଯେ, ଡିଜି ଏଏସଅ ।ଇ ତୁରନ୍ତ ଏହାର ପରିଦର୍ଶନରେ ଅ ।ସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ୟ ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱରରେ ମିଟିଂ ନକରି, ମନ୍ଦିର ଦେଖି ସର୍ବସାଧାରଣରେ ସମୀକ୍ଷା କରନ୍ତୁ ୟ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ତୁରନ୍ତ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉ ବୋଲି ସେ ଦାବି କରିଛନ୍ତି ୟ

କେବଳ ବିଜୟ ମହାପାତ୍ର ନୁହେଁ, ପୁରୀ ଜିଲ୍ଲାକୁ ପ୍ରତିନିଧିôବ କରୁଥିବା ବିଜେଡି ବିଧାୟକମାନେ ବି ଏଏସଅ ।ଇର ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ୟ ଏହାର ତଦନ୍ତ ହେବା ସହ ଏଏସଅ ।ଇ ଏନେଇ ସ୍ପଷ୍ଟିକରଣ ଦେବା ଉଚିତ ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ କୋଣାର୍କର ଅବହେଳା ପାଇଁ ଏଏସଅ ।ଇକୁ ଦାୟୀ କରିଛନ୍ତି ୟ ପୂର୍ବତନ ସଂସ୍କୃତି ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ କୋଣାର୍କର ଅବକ୍ଷୟ ନେଇ ଏଏସଅ ।ଇର ଦାୟିôବହୀନତା ଅ ।ଡେ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି ୟ ଅନ୍ୟ ରାଜ୍ୟରେ ପ୍ରଚୀନ ର୍କିତ୍ତୀରାଜୀର ସୁରକ୍ଷା ନେଇ ଏଏସଅ ।ଇ ଯେତିକି ଗୁରୁôବ ଦେଉଛି, ଓଡିଶା ଏକ୍ଷେତ୍ରରେ ଅବହେଳିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ୟ ଏହି ପ୍ରସଙ୍ଗକୁ ଉଭୟ କଂଗ୍ରେସ ଏବଂ ବିଜେଡି ଅ ।ସନ୍ତାକାଲିଠାରୁ ଅ ।ରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଉତଥାପନ କରିବାକୁ ଯୋଜନା କରୁଛନ୍ତି ୟ

Share

Leave a Reply

Your email address will not be published. Required fields are marked *

17 − 5 =