ଗୃହ ବିଭାଗ ପକ୍ଷରୁ ଜେଲ ପାଇଁ ଏସଓପି ଜାରି

ଭୁବନେଶ୍ୱର() ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି । ଜେଲକୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି ।

୧- କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ ପରୀକ୍ଷା କରାଯିବ
୨- ରିମାଣ୍ଡରେ ଅଣାଯିବା ଆଗରୁ ମେଡିକାଲରେ କୋଭିଡ ପରୀକ୍ଷା କରାଯିବ
୩- ଯଦି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ କୋଭିଡ ହସ୍ପିଟାଲ ଯିବେ
୪- କରୋନାରୁ ସୁସ୍ଥ ହେବା ପରେ ହିଁ ଜେଲକୁ ସ୍ଥାନାନ୍ତରିତ ହୋଇପାରିବେ
୫- ନେଗେଟିଭ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ ଭିତରକୁ ନିଆଯାଇପାରିବ
୬- ନୂଆ ଆସୁଥିବା ଅଭିଯୁକ୍ତଙ୍କର ନେଗେଟିଭ ରିପୋର୍ଟ ଦାଖଲ ଜରୁରୀ
୭- ଜେଲ ଭିତରେ ସଂକ୍ରମଣ ନବ୍ୟାପିବା ପ୍ରତି ଜେଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ

Share

Leave a Reply

Your email address will not be published. Required fields are marked *

18 − 10 =