ବଢିଲା ଆୟକର ରିଟର୍ଣ୍ଣ ଅବଧି

ଭୁବନେଶ୍ୱର() ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି ପାଇଛି । ଆସନ୍ତା ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଅବଧିକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଡେଡଲାଇନକୁ ଘୁଞ୍ଚାଇଛନ୍ତି । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three + thirteen =