5-T ସଚିବଙ୍କ ହୃଦୟସ୍ପର୍ଶୀ ଭିଡିଓ …

ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ । ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଏଭଳି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି 5-ଟି ସଚିବ ଭି.କେ. ପାଣ୍ଡିଆନ।  

ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସେବା ଓ ମାନବିକତାର ସଂକଳ୍ପ କରାଇଲେ 5T ସଚିବ। ଜାରି କଲେ ନ୍ୟୁୟର୍କର ରୁଟିଚୋରି ମାମଲାକୁ ନେଇ ସତ୍ୟ କାହାଣୀ ଉପରେ ପର୍ଯ୍ୟବେସିତ ଏକ ହୃଦୟସ୍ପର୍ଶୀ ଭିଡ଼ିଓ। କହିଲେ ଭୋକିଲାଙ୍କ ଦୁଃଖ ବୁଝିବାକୁ ଏ ହେଉଛି ଉଚିତ ସମୟ।

Share

Leave a Reply

Your email address will not be published. Required fields are marked *

three − 2 =