ପଶୁପାଳକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ଗଣେଶୀଲାଲ ନିଦେ୍ର୍ଧଶ ଦେଇଛନ୍ତି । ପଶୁପାଳକଙ୍କ ବିରୁଦ୍ଧରେ ୬ମାସ ମଧ୍ୟରେ ତଦନ୍ତସାରି କାର୍ଯ୍ୟାନୁÂାନ ନେବାପାଇଁ ରାଜ୍ୟପାଳଙ୍କ ପକ୍ଷରୁ ତାଙ୍କ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି । ଓୟୁଏଟି କୁଳପତିଙ୍କ ଏକ ର୍ଦୁନୀତି ସମ୍ପର୍କରେ ଓୟୁଏଟିର ପୂର୍ବତନ ସହକାରୀ ରେଜିଷ୍ଟ୍ରାର ବିଭିନ୍ନ ଅଭିଯୋଗ କରିଆସୁଥିଲେ ।

Share

Leave a Reply

Your email address will not be published. Required fields are marked *

11 + five =