ସମୁନ୍ଦୁଣୀର ତଂଟିକାଟିଲା ସମୁଦି

ଝିଅର ହତ୍ୟା ପାଇଁ କନ୍ୟାପିତା ସମୁନ୍ଦୁଣୀ ଉପରେ ପ୍ରତିଶୋଧ ନେଇ ସମୁନ୍ଦୁଣୀର ତଂଟି କାଟି ନିର୍ମମ ଭାବେ ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଭଂଜନଗର ବୁଗୁଡା ଥାନା ଅନ୍ତର୍ଗତ ଅନପୁର୍ଣ୍ଣା ସାହିରେ ଏହି ବିଭସ୍ô ହତ୍ୟାକାଣ୍ଡ ଘଟିଛି । କିଛିଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କର ଝିଅକୁ ତାଙ୍କ ସମୁଦି,ସମୁନ୍ଦୁଣୀ ଓ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିଲେ । କିନ୍ତୁ ଏହା ମଧ୍ୟରେ ସମୁନ୍ଦୁଣୀ ଜାମିନରେ ଆସିବା ପରେ କନ୍ୟାପିତା ଆକସ୍ମିକ ଭାବେ ଝିଅର ଶାଶୁ ଘରେ ପହଂଚି ସମୁନ୍ଦୁଣୀର ତଂଟିକାଟି ହତ୍ୟା କରି ଝିଅହତ୍ୟାର ପ୍ରତିଶୋଧ ନେଇଛି ବାପା ।

Share

Leave a Reply

Your email address will not be published. Required fields are marked *

11 − 8 =