ବାଙ୍କୀରେ ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

ବାଙ୍କୀ() ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ  ଅଭାବନୀୟ ଘଟଣା ଘଟିଛି ।ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ  ହୋଇଥିବି ସୂଚନା ମିଳିଛି ।

ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ କାମ କରୁଥିବାବେଳେ ହଠାତ ଏକ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ଫଳରେ ସେଠାରେ କାମ କରୁଥିବା ଉଭୟ ବାପା ଓ ପୁଅଙ୍କ ମଧ୍ୟରୁ ପୁଅର ମୃତୁ୍ୟ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 8 =