ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରାସନ ସାମଗ୍ରୀ ନେବା ବେଳେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବାକୁ ବାରଣ କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶ ଯାଏଁ ଫିଙ୍ଗର ପ୍ରିଣ୍ଟ ନନେବାକୁ କୁହାଯାଇଛି । ଏହି ପରୀପ୍ରେକ୍ଷୀରେ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନକୁ ବନ୍ଦ କରାଯାଇଛି । ଏନେଇ ଖ୍ୟଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =