ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ଜୁଲାଇରେ ଚନ୍ଦ୍ରାୟନ -୩ । ଜୁଲାଇ ୧୨ ରୁ ୧୯ ଭିତରେ ଲଞ୍ଚ ହେବ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ । ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ନିର୍ଦ୍ଦିଷ୍ଟ ତାରିଖ କିଛି ଦିନ ପରେ ଘୋଷଣା ହେବ ବୋଲି ସେ କହିଛନ୍ତି । ତେବେ ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଲଞ୍ଚ ହେବ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

3 × four =