କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲ୍

କେନ୍ଦ୍ରାପଡା ଜେଲରୁ ଆଜି ଟିଟୋକୁ ଭୁବନେଶ୍ବର ଝାରପଡାକୁ ଅଣାଯାଇଛି । ତେବେ କେଉଁ କାରଣରୁ ଟିଟୋକୁ ହଠାତ୍ ସ୍ଥାନାନ୍ତରିତ କରାଗଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ଝାରପଡା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପୂର୍ବରୁ ଟିଟୋ ଜେଲରେ ରହି କେନ୍ଦ୍ରାପଡା ରାଜନୀତିକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

Share

Leave a Reply

Your email address will not be published. Required fields are marked *

14 + 13 =