ଅସାବଧାନତାରୁ ଲାଗିଲା ନିଆଁ

ଗ୍ୟାସରୁ ଘରେ ନିଆଁ ଲାଗିଯାଇ ୬ ମାସର ଶିଶୁ ଗୁରୁତର ।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଂଚଳର ରବି ବିନ୍ଧାଣୀଙ୍କ ବାସଗୃହରେ । ସ୍ତ୍ରୀ ରୋଷେଇ କରିବାକୁ ଯାଉଥିଲେ ।ହେଲେ ଗ୍ୟାସ ଲିକ୍ ହୋଇଥିବା ଜାଣିନପରି ଦିଆସିଲ ମାରିଥିଲେ । ଫଳରେ ଚାଳଘରେ ନିଆଁ ଲାଗିଯାଇ ୬ମାସର ଝିଅ ଗୁରୁତର ଭାବେ ଆଘାତ ହୋଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିଆଁକୁ ଆୟତ କରିଥିବା ସହ ୬ ମାସର ଝିଅକୁ ମେଡିକାଲରେ ଭର୍ତି କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 − 9 =