ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଏବେ ଅନ୍ୟ କିଛି ଦେଶରେ ସଂକ୍ରମଣ ବଢୁଛି । ତେଣୁ ସଚେତନ ରହିବାକୁ ପଡିବ । ବିପଦ ସୃଷ୍ଟିହେବା ଭଳି ପରିସ୍ଥିତି ନ ଆସିବାକୁ ଚେଷ୍ଟା କରିବାକୁ ପଡିବ ବୋଲି ସେ କହିଛନ୍ତି । ଘରକୁ ଘର ବୁଲି କୋରୋନା ଟିକା ଦିଆଯିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଟିକା ନେଇ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

five × one =