ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର

ଭୁବନେଶ୍ବର ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍ । ୭ଟି ଡ୍ୟାନ୍ସବାରକୁ ଅବକାରୀ କମିଶନର ଅନୁମତି ଦେଇଛନ୍ତି । ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି ଗ୍ରାହକ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ନିୟୋଜିତ କରାଯିବନି। ଡ୍ୟାନ୍ସ ବାରରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ।

Share

Leave a Reply

Your email address will not be published. Required fields are marked *

five − two =