ପ୍ରକାଶ ପାଇଲା +୩ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ଲିଷ୍ଟ

ଭୁବନେଶ୍ୱର: +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩ ଥିବାବେଳେ ସ୍ଲାଇଡ ଅପରେ ୧୫,୨୩୨ ଜଣ ମନୋନୀତ ହୋଇଛନ୍ତି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟ କଟ୍ ଅଫରେ ବିଜେପି କଲେଜ ଆଗରେ ରହିଛି । ଏଥିରେ ଫିଜିକ୍ସ ୯୫.୧୭%, ଜୁଲୋଜି ୯୫%, କମର୍ସ ୮୮.୮% ଥିବା ବେଳେ କଳା ବିଭାଗ ଜୋଗ୍ରାଫି ଅନର୍ସର କଟ୍ ଅଫ୍ ୮୯.୩୩% ରହିଛି । ତେବେ ୨୦୨୧-୨୨ ବର୍ଷ ପାଇଁ ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven + ten =