ବିଲରୁ ଉଦ୍ଧାର ହେଲା ଅଲୋଡା ଶିଶୁପୁତ୍ର

ଭଞ୍ଜନଗର: ସରକାରଙ୍କ ତରଫରୁ ବାରମ୍ବାର ସଚେତନତା କାଯର୍୍ଯକ୍ରମ ମାନ କରାହେଉଥିଲେ ମଧଯ କଣ ପାଇଁ ଅଲୋଡା ଶିଶୁ  ା ବାସ୍ତବିକ ଦୁନିଆରେ କାହଁିକି ନୀରିହ ଜିବନ ପାଇଁ ଏତେ ନିଷ୍ଠୁରତା ା କେତେବେଳେ ଡଷ୍ଟବିନରେ ଶିଶୁ ଠାବ ହେଉଛି ତ କେତେବେଳେ ବିଲ ମଝିରେ ା ଏହିପରି ଆଉ ଏକ ଫଦାହରଣ ଦେଖିବାକୁ ମିଳିଛି     ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ କେବିରିଶର ନୂଆପଲ୍ଲୀରେ ା ରାସ୍ତାକଡ଼ ବିଲରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।ସ୍ଥାନୀୟ ଲୋକେ ଶିଶୁପୁତ୍ରଟିକୁ ଦେଖି ଉଦ୍ଧାର କରିଥିଲେ।ଏହାପରେ ଆଶା ଦିଦିଙ୍କ ସହାୟତାରେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କିଏ ଓ କାହିଁକି ଶିଶୁପୁତ୍ରକୁ ଛାଡ଼ିଯାଇଛି ତାହା ବତ୍ତର୍ମାନ ସୁଦ୍ଧା ଜଣାପଡ଼ିନାହିଁ ।

Share

Leave a Reply

Your email address will not be published. Required fields are marked *

two + 15 =