ରାଜ୍ୟରେ ୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର() ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ସୂର୍ଯ୍ୟନଗରରେ ବାହାରିଥିବା ୫ମ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସି ୭ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡ଼ାରେ ରହୁଥିବା ଲୋକ ସଂକ୍ରମିତ ରହୁଛନ୍ତି । ବମିଖାଲ-୩, କଟକ-୧, ପୁରୀ-୧, ଯାଜପୁର-୧, ଭଦ୍ରକ-୨ ଜଣ ବହାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Share

Leave a Reply

Your email address will not be published. Required fields are marked *

seventeen − 11 =