ଭୁବନେଶ୍ବରରେ ୫ ପଜିଟିଭ

ଭୁବନେଶ୍ୱର()  ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଜୟଦେବ ବିହାର ନିରଙ୍କାରୀ ନଗର ବାସିନ୍ଦା, ସେ ମଧ୍ଯ ଦିଲ୍ଲୀ ଫେରାନ୍ତା । ଆଉ ଜଣେ ଶ୍ରୀବିହାର ପଟିଆ ଅଞ୍ଚଳର ଓ ଆଉ ଜଣେ ଡୁମୁଡୁମା ଅଞ୍ଚଳର। ଏହାସହ ଆଉ ଜଣେ ଆକ୍ରାନ୍ତ ଭୁବନେଶ୍ୱର ଏମ୍ସର ଜଣେ କର୍ମଚାରୀ । ସେ ଗତକାଲି ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

three × 5 =