୨୪ଘଣ୍ଟାରେ ୩୧୧ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାର ୫୯୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭,୪୬୬ରେ ପହଞ୍ଚିଛି । ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୯୧୭ ଜଣ ଥିବା ବେଳେ ସୁସ୍ଥ ସଂଖ୍ୟା ୧,୨୯,୨୧୪ ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୯,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୧୧ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩,୧୬୯, ଗୁଜୁରାଟରେ ୧୨୮୦, ଦିଲ୍ଲୀରେ ୮୭୪, ମଧ୍ୟପ୍ରଦେଶରେ ୪୧୪, ପଶ୍ଚିମବଙ୍ଗରେ ୪୦୫, ତାମିଲନାଡ଼ୁରେ ୨୮୬, ଉତ୍ତରପ୍ରଦେଶରେ ୨୮୩ଜଣଙ୍କର ମୃତ୍ୟୁ ହୋଇଛି

Share

Leave a Reply

Your email address will not be published. Required fields are marked *

16 + thirteen =