କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଭୁଲ ତଥ୍ୟ ଦେଉଛନ୍ତି : କଂଗ୍ରେସ

ଭୁବନେଶ୍ୱର: ସରକାରଙ୍କ ତଥ୍ୟକୁ ମିଛ କହିବା ସହ ମଶାଣି ରିପୋର୍ଟ ଦେଖାଇଛି । ସମ୍ବାଦିକ ସମ୍ମଳନୀ କରି କଂଗ୍ରେସ କହିଛି , କୋଭିଡ ମୃତ୍ୟୁକୁ ନେଇ କିଏ ସତ କହୁଛି । ମଶାଣି ରିପୋର୍ଟ ଓ ସରକାରୀ ରିପୋଟରେ ତାଳମେଳ ରହୁନାହିଁ । ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କୁ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦିଅନ୍ତୁ । : କୋଭିଡ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାର ମିଛ କହୁଥିବା କହିଛି କଂଗ୍ରେସ । କୋଭିଡରେ ମୃତ୍ୟୁକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି । ମଶାଣୀ ରିପୋର୍ଟ ଓ ସରକାରୀ ରିପୋର୍ଟରେ ତାଳମେଳ ରହୁନାହିଁ । ସରକାର କୋଭିଡ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ଆଣିଛି କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

9 + 17 =