ଜାତୀୟ କ୍ରୀଡ଼ା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଭାରତର ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ । ଏହି ଅବସରରେ ସାରା ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ୍ୟାନଚାନ୍ଦ ନିଜର ଅପୂର୍ବ ହକି କୌଶଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବଶୀଭୂତ କରିଥିଲେ । ସେ ମଧ୍ୟ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ । ଧ୍ୟାନଚାନ୍ଦ ବିଶ୍ୱର କ୍ରୀଡାବିତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =