ଉଠା ଦୋକାନୀଙ୍କ ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉଠା ଦୋକାନୀଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହରାଞ୍ଚଳର ଉଠା ଦୋକାନୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬କୋଟି ୨୯ ହଜାର ୭୧ଶହ ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ୮୭ ହଜାର ୫୫୭ଜଣ ଦୋକାନୀ ହେବେ ଉପକୃତ ।

କରୋନା ମହାମାରୀରେ ଉଠା ଦେକାନୀମାନେ ବ୍ୟବସାୟ କରିପାରୁନାହାଁନ୍ତି । ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସେମାନଙ୍କ ଲାଗି ସହାୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ପରିବାର ଚଳାଇବାକୁ ଅସୁବିଧା ହେଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 1 =