ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟ ସରକାର ଚିଟଫଣ୍ଡ ବ୍ୟାପାରରେ ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳ ଆଜି ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଚଳିତ ମାସ ୪ତାରିଖରେ ଚିଟଫଣ୍ଡ କମିଶନ ଜଷ୍ଟିସ ଏମଏମ ଦାସ ଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ବର୍ତ୍ତମାନସୁଧା ତଦନ୍ତ କାର୍ଯ୍ୟଶେଷ ହୋଇନଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ଆଉ ୬ମାସ ପାଇର୍ ବୃଦ୍ଧି କରିଛନ୍ତି । ଜଷ୍ଟିସ ଦାସଙ୍କୁ ପୂର୍ବରୁ ୪୮ ମାସ ପାଇଁ ନିଯୁକ୍ତ କରାଯାଇଥିଲା । ଏବେ ଆଉ ୬ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 1 =