କୃଷି କ୍ଷେତ୍ରରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଓଡିଶା ପୁରସ୍କୃତ

ଭୁବନେଶ୍ୱର() ଓଡିଶାକୁ କୃଷି କର୍ମଣ ପୁରସ୍କାର । କୃଷି କ୍ଷେତ୍ରରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଓଡିଶା ପୁରସ୍କୃତ ହୋଇଛି  । କର୍ଣ୍ଣାଟକ ତୁମୁଜୁରୁରେ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

four × 3 =