ବିଜେପୁର ଉପନିର୍ବାଚନ ପାଇଁ ୩ ଦିନ ଛୁଟି ଘୋଷଣା

ଭୁବନେଶ୍ୱର() ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଛୁଟି ଘୋଷଣା କରିଛନ୍ତି। ନିର୍ବାଚନମଣ୍ଡଳୀ ବାହାରରେ ରହୁଥିବା ଭୋଟରମାନଙ୍କୁ ୩ଦିନ ଛୁଟି ସବୈତନିକ ଛୁଟି ମିଳିବ। ନିର୍ବାଚନର ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍ ୨୦ରୁ ୨୨ତାରିଖ ୩ଦିନ ଛୁଟି ମିଳିବ। ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି ।

Share

Leave a Reply

Your email address will not be published. Required fields are marked *

2 × four =