୧୪ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର()ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ସ୍ଥାନେ ସ୍ଥାନେ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତକୁ ନେଇ ୧୪ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୧୪ଜିଲ୍ଲା ଗୁଡ଼ିକ ହେଉଛି ଭଦ୍ରକ, କଟକ, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଜପତି, ନୂଆପଡ଼ା, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗିର, ମୟୁରଭଞ୍ଜ ଓ କେନ୍ଦୁଝର । ଏହି ସବୁ ଜିଲ୍ଲାଗୁଡ଼ିକୁ ବର୍ଷା ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Share

Leave a Reply

Your email address will not be published. Required fields are marked *

2 × 5 =