ଇନଷ୍ଟାଗ୍ରାମର ଶୀର୍ଷସ୍ଥାନରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ() ଇନଷ୍ଟାଗ୍ରାମର ଶୀର୍ଷସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସ ସଂଖ୍ୟା ୩ କୋଟିରେ ପହଞ୍ଚିଛି । ଏହା ସହ ମୋଦି ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋୟର୍ସ ଥିବା ନେତାମାନଙ୍କ ତାଲିକାରେ ଶୀର୍ଷସ୍ଥାନ ମଣ୍ଡନ କରିପାରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନଷ୍ଟାଗ୍ରାମରେ ୧ କୋଟି ୪୯ ଲକ୍ଷ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ୨ କୋଟି ୪୮ ଲକ୍ଷ ଫଲୋୟର୍ସ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋୟର୍ସ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ରହିଛି ।

Share

Leave a Reply

Your email address will not be published. Required fields are marked *

5 × 2 =