ରାଜଧାନୀରେ ଖୋଲିଲା ପାର୍କ

ଭୁବନେଶ୍ୱର () ଆଜି ଭୁବନେଶ୍ବର ବିଭିନ୍ନ ପାର୍କ ଖୋଲିଛି । ପ୍ରତିଦିନ ସକାଳ ୭ଟାରୁ ଦିନ ୧୦ଟା ମାତ୍ର ୩ ଘଣ୍ଟା ପାଇଁ ପାର୍କ ଖୋଲା ରହିବ । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପାର୍କ ଆସୁଥିବା ପ୍ରତ୍ୟେକଟି ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଏଥି ସହ ପାର୍କରେ କିଭଳି ସାମାଜିକ ଦୂରତା ରହିବ ତା ଉପରେ ଦୃଷ୍ଟି ରଖୁଛନ୍ତି ପାର୍କ କର୍ମଚାରୀ । ତେବେ ପ୍ରଥମ ପର୍ୟ୍ୟାୟରେ ରାଜଧାନୀରେ ଥିବା ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମଧୁସୁଧନ ପାର୍କ ଭଳି କିଛି ବଡ ବଡ ପାର୍କ ଖୋଲିଛି ।

Share

Leave a Reply

Your email address will not be published. Required fields are marked *

17 − six =