କୋଭିଡ଼କୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର() ଗୃହରେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ରୁଲିଂ କରିଥିବା ଜଣାପଡିଛି । ତେବେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ଗୃହରେ ଉଠାଇଥିଲେ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତାଙ୍କ ଉଦବେଗ ପରେ ବାଚସ୍ପତି ରୁଲିଂ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 15 =