ଏୟାରଲିଫ୍ଟ ହେଲେ ଅଭିଶେକ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ଅଭିଷେକ୍ ମହାପାତ୍ରଙ୍କୁ ବିମାନ ବନ୍ଦର ନିଆଯାଇଥିବା ବେଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଅଭିଷେକ୍ଙ୍କ ଅଧିକ ଚିକିତ୍ସା ର ବ୍ୟବସ୍ଥା କରାଯାଇଛି ।
ଆଜି ଅପରାହ୍ନ ପ୍ରାୟ ୨.୫୭ ମିନିଟ୍ ସମୟରେ ଅଭିଷେକ୍ ମହାପାତ୍ରଙ୍କୁ ଭୁବନେଶ୍ୱରରର ଘରୋଇ ହସ୍ପିଟାଲରୁ ବିମାନବନ୍ଦର ଅଭିମୁଖେ ନିଆଯାଇଥିଲା ଏବଂ ମାତ୍ର ୭ ମିନିଟ୍ ସମୟ ଭିତରେ ଗ୍ରୀନ୍ କରିଡର ମଧ୍ୟରେ କଳିଙ୍ଗ ହସ୍ପିଟାଲରୁ ବିମାନ ବନ୍ଦରରେ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଅଭିଷେକ୍ ପହଞ୍ଚିବା ପରେ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − seventeen =