କେନ୍ଦୁଝରରେ କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ

କେନ୍ଦୁଝର : କେନ୍ଦୁଝରରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାପରେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ ଜିଲ୍ଲା ପଦାଧିକାରୀଙ୍କ ସହିତ କରୋନା ସ୍ଥିତି ନେଇ ସମିକ୍ଷା କରିବେ। ଏହାପରେ ବାଲେଶ୍ୱର ଓ ମୟୁରଭଞ୍ଜ ମଧ୍ୟ ଗସ୍ତ କରିବାର ସୁଚନା ରହିଛି।

Share

Leave a Reply

Your email address will not be published. Required fields are marked *

5 − 5 =