ଫଲ୍ସ ଖସି ୩ଶ୍ରମିକ ମୃତ

ଭୁବନେଶ୍ୱର()  ଭୁବନେଶ୍ୱରରେ ଅଘଟଣ। ପାଣ୍ଡରା ଅଞ୍ଚଳରେ ଘଟିଛି ଏକ ବଡ଼ ଧରଣର ଅଘଟଣ । ପାଇଖାନା ସେଫ୍ଟିକ ଟାଙ୍କିରେ କାମ କଲାବେଳେ ଫଲ୍ସ ଖସିବାରୁ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।ପାଣ୍ଡରା ଅଂଚଳରେ ଥିବା ଏକ ଘରେ ଥିବା ପାଇଖାନା ସେଫ୍ଟିକ ଟାଙ୍କିରେ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । ହଠାତ ଟାଙ୍କିରୁ ଫଲ୍ସ ଖସିଯିବାରୁ ୩ଜଣ ଶ୍ରମିକଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ମୃତକମାନେ ହେଲେ ବିଭୁରାମ ମଣ୍ଡଳ, ସମୀରାନ ମୁନିଆନ୍, ବାସୁଦେବ ମଣ୍ଡଳ । ସମସ୍ତ ମୃତକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

thirteen + 1 =