୪ ନୂଆ ଜିଲ୍ଲା ପାଇଁ ମିଳିଛି ଦାବି

ରାଜ୍ୟରେ ନୂଆ ଜିଲ୍ଲା ଗଠନ ସଂପର୍କରେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ବରଗଡର ପଦ୍ମପୁର ବଲାଙ୍ଗିର ର କଣ୍ଟାବାଂଜି କଳାହାଣ୍ଡି ର ଧର୍ମଗଡ ଓ ଟିଟଲାଗଡକୁ ଜିଲ୍ଲା କରିବା ପାଇଁ ଦାବି ଉଠିଛି ।ନୂଆ ଜିଲ୍ଲା ସଂପର୍କରେ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ।

Share

Leave a Reply

Your email address will not be published. Required fields are marked *

eight + three =