ସମ୍ ହସପିଟାଲରେ ଆରମ୍ଭ ହେଲା କୋଭିଡ ଟିକାକରଣ

ସମ ହସପିଟାଲରେ ପୁଣି ଗତ 6 ତାରିଖ ଠାରୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସମ୍ ହସପିଟାଲରେ ସବୁ ବୟସର ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଉଥିବା ସଂପର୍କରେ ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ଦିନ ଟିକାକରଣ ବନ୍ଦ ରହିବ । ସରକାରଙ୍କ ନିୟମ ଅନୁଯାୟୀ ଟିକା ପ୍ରତି ଡୋଜ୍ ମୂଲ୍ୟ 386 ଟଙ୍କା ରଖାଯାଇଛି । ଯେକୌଣସି ବ୍ୟକ୍ତି କୋଭିଡ ପ୍ରଥମ, ଦ୍ବିତୀୟ କିମ୍ବା ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

nine − 8 =