ବସରୁ ମିଳିଲା ୧୮ ଲକ୍ଷ

ସରକାରୀ ବସରୁ ଜବତ ହେଲା ୧୮ ଲକ୍ଷ ଟଙ୍କା । ବ୍ରହ୍ମପୁର ବାଇପାସ ଲାଞ୍ଜିପଲ୍‌ଲି ନିକଟରେ ଏକ ଟ୍ରଲି ବ୍ୟାଗରୁ ମିଳିଲା ୧୮ ଲକ୍ଷ ଟଙ୍କା । ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ ବେଳେ ଧରାପଡିଥିଲା । ଟଙ୍କା ଧରି ଆସୁଥିବା ବେଳେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏତେ ଟଙ୍କା କେଉଁଠାରୁ ଆସିଲା ତାହା ଏବେ ଯାଏଁ କିଛି ଜଣା ପଡିନାହିଁ । ଅଟକ ବ୍ୟକ୍ତି ଯାଯପୁର ଅଞ୍ଚଳର କାଜୁ ବ୍ୟବସାୟୀ ସଞ୍ଜୟ ସାହୁ ।

Share

Leave a Reply

Your email address will not be published. Required fields are marked *

fifteen + 19 =