ପାରାଦୀପରେ ଫାଟିଲା ତେଲ ପାଇପ

ପାରାଦୀପରେ ଫାଟିଲା ତେଲ ପାଇପ । ଆଇଓସିଏଲର ତେଲ ପାଇପ ଫାଟିଯିବା ଯୋଗୁ ଅଶୋଧିତ ତେଲ ପ୍ରଚୁର ପରିମାଣରେ ବୋହିବାରେ ଲାଗିଛି । ଆଇଓସିଏଲ ଟାଉନସିପ୍ ନିକଟରେ ଏହି ଘଟଣା ଘଟିଛି । ପାରାଦୀପ-ହଳଦିଆ ପାଇପ ଲାଇନ ଫାଟିଯିବା ଫଳରେ ବହୁ ପରିମାଣରେ ଅଶୋଧିତ ତେଲ ନଷ୍ଟ ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆଇଓସିଏଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛି

Share

Leave a Reply

Your email address will not be published. Required fields are marked *

13 + fifteen =