ଭାରତର ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ 

ନୂଆଦିଲ୍ଲୀ() ଭାରତର ନୂଆ ସିଏଜି ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ  ଶପଥ ଗ୍ରହଣ କରିଛନ୍ତି  । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ ଇସ୍ତଫା ଦେବା ପରେ ଶ୍ରୀ ମୁର୍ମୁ ପରବର୍ତୀ ସିଏଜି ହେବେବୋଲି ଚର୍ଚ୍ଚା ହେଉଥିଲା  । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡ଼ର ଆଇଏଏସ ଥିବା ଶ୍ରୀ ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ମାଟିର ପୁଅ  ।

Share

Leave a Reply

Your email address will not be published. Required fields are marked *

1 × five =