ଚିନ୍ମୟୀ ମୃତ୍ୟୁ ମାମଲା: ଆସିଲା ଲାଏଡିଟେକ୍ସନ ରିପୋର୍ଟ

 ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାର ରହସ୍ୟର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । ଚିନ୍ମୟୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ଲାଏଡିଟେକ୍ସନ୍ ରିପୋର୍ଟ ପୋଲିସର ହସ୍ତଗତ । ଭୁବନେଶ୍ୱର ଏଫଏସଲରୁ ଲାଏ ଡିଟେକ୍ସନ୍ ରିପୋର୍ଟ ନେଲା ସମ୍ବଲପୁର ପୋଲିସ ।  ଲାଏ ଡିଟେକ୍ସନ୍ ରିପୋର୍ଟ ଧରି ସମ୍ବଲପୁରରେ ପହଞ୍ôଚଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

six + 14 =