ଆଜିଠୁ କ୍ରସ ଓଭର ମ୍ୟାଚ, ଦେଖନ୍ତୁ କିଏ କାହାକୁ ଭେଟିବେ

ଭୁବନେଶ୍ବର () ହକି ବିଶ୍ବକପରେ ଆଜିଠୁ ଆରମ୍ଭ ହେଉଛି କ୍ରସ ଓଭର ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଲଣ୍ଡ ଓ ନ୍ୟୁଜିଲାଣ୍ଡ  । ଦ୍ବୀତିୟ ମ୍ୟାଚରେ ଫ୍ରାନସକୁ ଭେଟିବ ଚିନ । ଆସନ୍ତାକାଲି ବେଲଜିୟମକୁ ଭେଟିବ ପାକିସ୍ତାନ ଏବଂ ଦ୍ବିତିୟ ମ୍ୟାଚରେ ନେଦରଲ୍ୟାଣ୍ଡ ଓ କାନାଡା ମଧ୍ୟରେ ଟକ୍କର। କ୍ରସ ଓଭର ମ୍ୟାର ସ୍କୋରକୁ ହିସାବକୁ ନେଇ ପୁଲ ଟପରେ ଥିବା ଟିମ ବା କ୍ବାଟରରେ ସିଧାସଳଖ ଏଣ୍ଟି କରିଥିବା ଟିମ ସହ ଖେଳିବେ ହେବେ କ୍ରସ ଓଭରରେ ଜିତିଥିବା ୪ଟି ଟିମ ।

୧୨ ତାରିଖରେ ହେବ କ୍ବାଟର ଫାଇନାଲ ମ୍ୟାଚ  । କ୍ବାଟରେ ଏଣ୍ଟ୍ରି କରିଥିବା ଅଷ୍ଟ୍ରେଲିଆ ସହ  ଫ୍ରାନସ ଓ ଚିନ ମଧ୍ୟରେ କ୍ରସ ଓଭର ମ୍ୟାଚର ବିଜୟୀ ଟିମ ମଧ୍ୟରେ ହେବ ଲଢେଇ । ସେହିପରି ଆର୍ଜେଣ୍ଟିନାକୁ ସହ ଇଂଲଣ୍ଡ ଓ ନ୍ୟଜିଲାଣ୍ଡ କ୍ରସ ଓଭର ମ୍ୟାଟର ବିଜୟୀ ଟିମ ମଧ୍ୟରେ ହେବ ମୁକାବିଲା। ସେହିପରି ୧୩ ତାରିଖରେ କ୍ବାଟରଫାଇନାଲ ଦ୍ବିତିୟ ଦିବସ ମ୍ୟାଚରେ ଜର୍ମାନକୁ ଭେଟିବ ବେଲଜିୟମ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ବିଜୟୀ ଟିମକୁ। ଦ୍ବିତିୟ ମ୍ୟାଚରେ ଭାରତକୁ ଭେଟିବେ ନେଦରଲ୍ଯାଣ୍ଡ ଓ କାନାଡା ମଧ୍ୟରେ ଖେଳାଯାଇଥିବା କ୍ରସଓଭର ବିଜୟୀ ଟିମ।

Share

Leave a Reply

Your email address will not be published. Required fields are marked *

five − 1 =