ଇସ୍ରୋ ପାଇଁ ମୋଦି ଅଶୁଭ

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି. କୁମାରସ୍ବାମୀ । କୁମାରସ୍ବାମୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା । ତାଙ୍କ ଉପସ୍ଥିତି ଯୋଗୁ ଇସ୍ରୋ ବିକ୍ରମ ସହ ଯୋଗାଯୋଗ କରିପାରି ନ ଥିଲା।

ସମ୍ମିଳନୀରେ କୁମାରସ୍ବାମୀ କହିଛନ୍ତି, ଗତ ୧୦ ବର୍ଷ ଧରି ଏହି ମିଶନ ପାଇଁ ଏହି ବୈଜ୍ଞାନିକମାନେ ଇସ୍ରୋ ପାଇଁ କାମ କରୁଥିଲେ। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଥିବା ଇସ୍ରୋ କାର୍ୟ୍ୟାଳୟରେ ଏମିତି ଆସିଥିଲେ ଯେମିତି ସେ ନିଜେ ଉତ୍କ୍ଷେପଣ କରୁଥିଲେ।

Share

Leave a Reply

Your email address will not be published. Required fields are marked *

6 − five =