ଦିଲ୍ଲୀରେ ଖୋଲିବ ଲକଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଖୋଲିବ ଲକଡାଉନ । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଡ଼୍-ଇଭିନ୍ ଫର୍ମୁଲାରେ କଟକଣା କୋହଳ କରାଯିବ । ଏହି ନିୟମ ଅନୁସାରେ ଦିଲ୍ଲୀରେ ବଜାର,ମଲ୍ ଖୋଲା ରହିବ ଏବଂ ଦିନ ୧୦ ଟାରୁ ରାତି ୮ ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହା ସହ ଗଳି କନ୍ଦିରେ ଥିବା ଦୋକାନ ,ଗୋଟି ଗୋଟିକିଆ ଥିବା ଦୋକାନ ସବୁଦିନ ଖୋଲାରହିବ । ଦିଲ୍ଲୀରେ ସଂକ୍ରମଣ ନିୟନ୍ତ୍ରଣ ଥିବାରୁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =