ମୁଖ୍ୟମନ୍ତ୍ରୀ ପଦରୁ ନାଇଡୁଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁ । ୧୯ କୁରୁକ୍ଷେତ୍ରରେ ମୋଦିଙ୍କ ଦମ୍ ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ୍ ମାରିଛି । ଆନ୍ଧ୍ରପ୍ରଦେଶରେ ଟିଡିପିକୁ ମାତ୍ ଦେଇ ଅଧିକ ଆସନ ହାତେଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ନିଜ ଦଳର ବିଫଳତା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ୨୦୧୯ ନିର୍ବାଚନ ଫଳାଫଳ ପରେ ସରଗରମ ହୋଇଛି ଜାତୀୟ ରାଜନୀତି । ଦେଶରେ ପୁଣି ଥରେ ମୋଦିଙ୍କ ମ୍ୟାଜିକ୍ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

two × 2 =