ପିସିସି ସଭାପତି ପଦରୁ ଇସ୍ତାଫା ଦେଲେ ନିରଂଜନ

ଭୁବନେଶ୍ବର()  ଇସ୍ତଫା ଦେଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।ପିସିସି ସଭାପତି ପଦରୁ ଇସ୍ତାଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିରଂଜନ । ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିଜ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିବା କହିଛନ୍ତି ନିରଂଜନ ପଟ୍ଟନାୟକ । ତାସହ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିସି ସଭାପତି ।

Share

Leave a Reply

Your email address will not be published. Required fields are marked *

5 × five =