ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଅନେକ ଚିହ୍ନା ମୁହଁକୁ ଆମଠୁ ଦୂରେଇ ନେଉଥିବାବେଳେ ପୁଣି ଏକ ଚର୍ଚ୍ଚିତ ଚେହେରା ଚରଦିନ ଲାଗି ଆଖ ବୁଜିଛନ୍ତି  । ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ୯୨ବର୍ଷ  ବୟସରେ ପରଲୋକ ଘଟିଛି । ନିଜ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି  । ସେ ସମାଜବାଦି ପାର୍ଟିର ବରିଷ୍ଠ ନେତା ଥିଲେ  । ୧୯୪୯ ବୟସରେ ସେ ପ୍ରଥମ ଥର ସରପଞ୍ଚ ହୋଇଥିଲେ  । ତେବେ ଜୀବନ ତମାମ ଅନ୍ୟଙ୍କ ଦୁଃଖ ବୁଝିବା ଲାଗି ସେ ରାଜନୀତିରେ ବେଶ ସକ୍ରିୟ ଥିଲେ  । ତେବେ ଗତ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ସେ ହସପିଟାଲରେ ଚିକିତ୍ସା ହେଉଥିଲେ  ।

Share

Leave a Reply

Your email address will not be published. Required fields are marked *

2 × three =