ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ ଏଯାବତ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ପଦକ ହାସଲ କରିବା ଲାଗି ସବୁ ଦେଶ ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ଜାଣନ୍ତୁ ଏହି ରେସରେ କେଉଁ ଦେଶ ରହିଛି ଆଗରେ । ଏବଂ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି ।
ଚାଇନା- ୧୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ, ୯ଟି ବ୍ରୋଞ୍ଚ ସମୁଦାୟ ୨୯ ପଦକ
ଆମେରିକା- ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ, ୧୦ଟି ବ୍ରୋଞ୍ଚ ସମୁଦାୟ ୩୭ ପଦକ
ଜାପାନ- ୧୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ, ୫ଟି ବ୍ରୋଞ୍ଚ ସମୁଦାୟ ୨୨ ପଦକ
ଅଷ୍ଟ୍ରେଲିଆ- ୮ ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୧୦ଟି ବ୍ରୋଞ୍ଚ ସମୁଦାୟ ୨୦ ପଦକ
ଋଷିଆ- ୭ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୭ ବ୍ରୋଞ୍ଚ ସମୁଦାୟ ୨୫ ପଦକ
ଇଂଲଣ୍ଡ- ୫ ସ୍ୱର୍ଣ୍ଣ, ୭ ରୌପ୍ୟ, ୬ ବ୍ରୋଞ୍ଚ ସମୁଦାୟ ୧୮ ପଦକ
କୋରିଆ- ୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୫ ବ୍ରୋଞ୍ଚ ସମୁଦାୟ ୧୧ ପଦକ
ଜର୍ମାନୀ- ୩ ସ୍ୱଣ୍ଣ, ୩ ରୌପ୍ୟ, ୬ ବ୍ରୋଞ୍ଚ ସମୁଦାୟ ୧୨ ପଦକ
ଫ୍ରାନ୍ସ- ୩ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଚ ସମୁଦାୟ ୯ ପଦକ
ଇଟାଲୀ- ୨ ସ୍ୱର୍ଣ୍ଣ, ୭ ରୌପ୍ୟ, ୯ ବ୍ରୋଞ୍ଚ ସମୁଦାୟ ୧୮ ପଦକ
ନେଦରଲ୍ୟାଣ୍ଡ- ୨ ସ୍ୱଣ୍ଣ, ୭ ରୌପ୍ୟ, ୪ ବ୍ରୋଞ୍ଚ ସମୁଦାୟ ୧୩ ପଦକ
କାନାଡ଼ା- ୨ ସ୍ୱର୍ଣ୍ଣ, ୩ ରୌପ୍ୟ, ୫ ବ୍ରୋଞ୍ଚ ସମୁଦାୟ ୧୦ ପଦକ

Share

Leave a Reply

Your email address will not be published. Required fields are marked *

eighteen − 3 =